ଆଉ କିଏ ନେଇଗଲା ଅନ୍‌ଲାଇନ୍‌ ହକି ବିଶ୍ୱକପ ଟିକେଟ୍‌

ଭୁବନେଶ୍ୱର: ହକିକୁ ନେଇ ଭୁବନେଶ୍ୱର ଉଠୁଛିପଡ଼ୁଛି। ସବୁଆଡ଼େ ଉତ୍ସବର ମାହୋଲ୍‌। ସବୁ କେମିତି ଶୃଙ୍ଖଳାରେ ହେବ, ସେଥିପାଇଁ ସରକାରଙ୍କ ସବୁ ବିଭାଗ ଏକ ହୋଇଯାଇଛନ୍ତି। ବିଶ୍ୱକପ୍‌ ହକିକୁ ସଫଳ ଆୟୋଜନ କରିବା‌ରେ ସମସ୍ତେ ଯେମିତି ବ୍ୟଗ୍ର। ସମସ୍ତେ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜାନୁଆରି ୨୯ ତାରିଖରେ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ … Continue reading ଆଉ କିଏ ନେଇଗଲା ଅନ୍‌ଲାଇନ୍‌ ହକି ବିଶ୍ୱକପ ଟିକେଟ୍‌